ମୁଣ୍ଡ ଧରିବା Muṇḍa dharibā
- ଦେ. ବି — ମୁଣ୍ଡ ବିନ୍ଧିବା; ମଥାବ୍ଯଥା — Headache
- ଦେ. ବି — ମସ୍ତିଷ୍କ ଉପରେ କୌଣସି ମାଦକ ଦ୍ରବ୍ୟର ପ୍ରତିକ୍ରିୟା — The action of some intoxicant on the brain
- ଦେ. କ୍ରି — କୌଣସି ବଡ଼ ଲୋକ କିମ୍ବା ମୁରବ୍ୱୀ ସ୍ଥାନୀୟ ଲୋକଙ୍କର ଆଶ୍ରୟ ନେବା ବା ଶରଣାପନ୍ନ ହେବା — To take refuge under a great personage
- ଦେ. କ୍ରି — (କୌଣସି ସ୍ତ୍ରୀ) ପୁରୁଷ— ବିଶେଷକୁ ସ୍ୱାମୀରୂପେ ଆଶ୍ରୟ କରିବା — (a woman) To take a male (not one's husband) as her protector or paramour
- ଦେ. କ୍ରି — (କୌଣସି କର୍ମ) ଶେଷ ହୋଇ ଆସିବା — (a work) To proceed towards completion