ମୁଣ୍ଡ ଦେବା Muṇḍa debā
- ଦେ. କ୍ରି — (ଲକ୍ଷଣାର୍ଥ) ମୃତ୍ୟୁକୁ ବରଣ କରିବା; ଜୀବନ ଉତ୍ସର୍ଗ କରିବା — To sacrifice one's self
- ଦେ. କ୍ରି — ତକିଆ ଉପରେ ମସ୍ତକ— ସ୍ଥାପନ କରିବା — To lay one's head on a pillow
- ଦେ. କ୍ରି — ବୁଦ୍ଧି ପ୍ରୟୋଗ କରିବା — To exercise one's brain or intellect