ମୁଣ୍ଡ ଦେଖାଇବା Muṇḍa dekhāibā
- ଦେ. କ୍ରି — ସମାଜରେ ନିର୍ଭୟରେ ବିଚରଣ କରିବା — To walk in society with one's head erect
- ଦେ. କ୍ରି — କୌଣସି କାର୍ଯ୍ୟରେ ଚିହ୍ନା ପଡ଼ିବା — To expose oneself
- ଦେ. କ୍ରି — ମୁଣ୍ଡ ପତାଇବା (ଦେଖ) — Muṇḍa patāibā (See)
- ଦେ. କ୍ରି — ଦଳ ମଧ୍ୟରୁ ଆପଣାର ମୁଣ୍ଡକୁ ଟେକି ଅନ୍ୟମାନଙ୍କ— ଠାରୁ ପୃଥକ୍ରୂପେ ଦେଖାଇବା — To raise up one's head from amongst those of a crowd
- ଦେ. କ୍ରି — ଗୁପ୍ତସ୍ଥାନରୁ ନିଜର ମୁଣ୍ଡକୁ ପଦାକୁ ବାହାର କରିବା — To show up one's head from a place of concealment
- ଦେ. କ୍ରି — ସାହସ କରିବା — To have courage