ମୁଣ୍ଡ ତକିଆ Muṇḍa takiā

  • ଦେ. ବି — ଶୋଇଲାବେଳେ ମୁଣ୍ଡତଳେ ଦେବା ଉପାଧାନ — A pillow for the head
  • ଦେ. ବି — [ଦ୍ର—ଶୋଇଲା ବେଳେ ପାର୍ଶ୍ୱରେ ଦିଆଯିବା ତକିଆକୁ କଡ଼ ତକିଆ ଓ ଗୋଡ଼ ତଳେ ଦିଆଯିବା ତକିଆକୁ ଗୋଡ଼ ତକିଆ ବୋଲାଯାଏ।]