ମୁଣ୍ଡ ଟେକିବା Muṇḍa ṭekibā
- ଦେ. କ୍ରି — ନତମସ୍ତକକୁ ଉତ୍ତୋଳନ କରିବା — To raise or lift up one's head
- ଦେ. କ୍ରି — (ଲକ୍ଷଣାର୍ଥ) ଲଜ୍ଜାଜନକ କାର୍ଯ୍ୟ କରି ନ ଥିବାରୁ ନତମସ୍ତକ ନ ହୋଇ ସମାଜରେ ମୁହଁ ଟେକି ଚଳ ପ୍ରଚଳ ହେବା — (figurative) To move in society with one's head lifted up, there being no cause to hang down one's head in shame
- ଦେ. କ୍ରି — (ଲକ୍ଷଣାର୍ଥ) ନିତାନ୍ତ ବିପନ୍ନ ବା ଦରିଦ୍ରାବସ୍ଥାରୁ ଉନ୍ନତତର ଅବସ୍ଥାକୁ ଆସିବା — (figurative) To rise from poverty or troubled state