ମୁଣ୍ଡ ଟୁଙ୍ଗାରିବା Muṇḍa tuṅgāribā

  • ଦେ. କ୍ରି — ମୁଣ୍ଡକୁ ବାରଂବାର ତଳକୁ ଓ ଉପରକୁ ହଲାଇବା — To alternately lower and lift one's head; to nod one's head up and down
  • ଦେ. କ୍ରି — ସମ୍ମତିର ନିଦର୍ଶନ ସ୍ୱରୂପ ମୁଣ୍ଡକୁ ଈଷତ୍ ନୁଆଇଁବା — To slightly lower one's head as a token of consent