ମୁଣ୍ଡ ଗଣ୍ଡି Muṇḍa gaṇḍi
- ଦେ. ବି (ସହଚର) — ମସ୍ତକ ଓ ଶରୀରର ଅନ୍ଯ ଅଂଶ — Head and trunk of the body
- ଦେ. ବି (ସହଚର) — (ବିରକ୍ତିସୂଚକ) ସାମାନ୍ୟ ମାତ୍ର ବିଷୟ ବା ବସ୍ତୁ — (a term of displeasure) A little matter or thing
- ଦେ. ବି (ସହଚର) — (ଯଥା—ତୁ ଏ କଥାର ମୁଣ୍ଡ ଗଣ୍ଡି ବୁଝିଛୁ)।