ମୁଣ୍ଡ ଖେଳାଇବା Muṇḍa kheḻāibā

  • ଦେ. କ୍ରି — କୌଣସି ସମସ୍ୟା ସାଧନ କରିବା ପାଇଁ ମସ୍ତିଷ୍କ ବା ବୁଦ୍ଧି ଚାଳନ କରିବା — To exercise one's brain to solve a matter
  • ଦେ. କ୍ରି — ଉପାୟ ଉଦ୍ଭାବନ ପାଇଁ ଚିନ୍ତା କରିବା — To think out a way out of a difficulty