ମୁଣ୍ଡ କିଣିବା Muṇḍa kiṇibā

  • ଦେ. କ୍ରି — କୌଣସି ବ୍ଯକ୍ତିକୁ କ୍ରୀତଦାସରୂପେ ପାଇବା — To get a person as one's slave
  • ଦେ. କ୍ରି — କୌଣସି ବ୍ଯକ୍ତିର ଶିରଛେଦନ କରିବା ପାଇଁ କ୍ଷମତାପନ୍ନ ହେବା — To have the power of life and death over a person