ମୁଣ୍ଡ କାଟିବା Muṇḍa kāṭibā

  • ଦେ. କ୍ରି — ଦେହରୁ ମସ୍ତକକୁ ଛେଦନ କରିବା — To sever one's head from the body; to decapitate a person in execution of a capital sentence
  • ଦେ. କ୍ରି — ଅତ୍ୟନ୍ତ ଲାଞ୍ଚିତ କରିବା — To grossly insult a person