ମୁଣ୍ଡ କାଟିଆ Muṇḍa kāṭiā
- ପ୍ରାଦେ (ଗଡ଼ଜାତ) ବି. — ଜମି ବନ୍ଧକ ଦେବାର ରୀତି ବିଶେଷ — A kind of usufructuary mortgage, by which it is agreed that the debtor would get back the land fully redeemed after a fixed time
- ପ୍ରାଦେ (ଗଡ଼ଜାତ) ବି. — [ଦ୍ର— କେତେକ ନିର୍ଦ୍ଦିଷ୍ଟ ବର୍ଷ ନିମନ୍ତେ ଖାତକର ଜମି ମହାଜନଙ୍କୁ କଟତନ ଦଖଲବନ୍ଧକ ଦିଆଯାଏ। ମୂଳ ଓ ସୁଧ ଅସୁଲ ହୋଇ ସାରିଲେ, ଋଣଦାତା ଜମିକୁ ଛାଡ଼ି ଦିଅନ୍ତି।]