ମୁଣ୍ଡ ଉଠେଇବା Muṇḍa uṭheibā
- ଦେ. କ୍ରି — ଆପଣାର ମସ୍ତକ ଉତ୍ତୋଳନ କରିବା — To raise up one's head
- ଦେ. କ୍ରି — (ଲକ୍ଷଣାର୍ଥ) ଆପଣାର ସାଂସାରିକ ବା ସାମାଜିକ ଅବସ୍ଥାର ଉନ୍ନତି କରିବା — To improve one's worldly or financial position
- ଦେ. କ୍ରି — ଆପଣାର ଅବସ୍ଥା ବା କାର୍ଯ୍ଯ ପାଇଁ ଲଜ୍ଜିତ ନ ହେବା, ଅର୍ଥାତ୍ ସମାଜରେ ମୁହଁ ଦେଖାଇ ପାରିବା — Not to droop down one's head; to have no reason to be ashamed for anything concerning one's self