ମୁଣେହି Muṇehi

  • ପ୍ରାଦେ (ଗଡ଼ଜାତ) ବି — ମଣୋହି; ରାଜାମାନଙ୍କର ଭୋଜନ କ୍ରିୟା — The taking of meal of a Rājā
  • ପ୍ରାଦେ (ଗଡ଼ଜାତ) ବି — [ଉ—କାଠିଲାଗି, ନୀତି, ମୁଣୋଇ, ପହଡ଼ ଘେନି କି ହେ ତୁମ୍ଭେ ନର ମଧ୍ୟେ ବଡ଼। ରାଧାନାଥ ଦରବାର।]