ମୁଠୁଣି Muṭhuṇi
- ଦେ. ବି—(ସଂ. ମୁଷ୍ଠ୍ୟୂନ) — କହୁଣିଠାରୁ ମୁଷ୍ଠିବଦ୍ଧ କର ତଳର କୁଞ୍ଚିତ କନିଷ୍ଠ ଅଙ୍ଗୁଳର ମଧ୍ୟ ପର୍ଯ୍ୟନ୍ତ ଲମ୍ବ (ପ୍ରାୟ 15 ଇଞ୍ଚି) — କହୁଣିଠାରୁ ମୁଷ୍ଠିବଦ୍ଧ କର ତଳର କୁଞ୍ଚିତ କନିଷ୍ଠ ଅଙ୍ଗୁଳର ମଧ୍ୟ ପର୍ଯ୍ୟନ୍ତ ଲମ୍ବ (ପ୍ରାୟ15ଇଞ୍ଚି)—A short cubit; length 3/4 of a cubit; a length of nearly 15 inches