ମୁଠିମୁଠି କରି Muṭhimuṭhi kari

  • ଦେ. କ୍ରି. ବିଣ — ଏକ ଏକ ମୁଷ୍ଟି ପରିମାଣରେ — Handful after handful; in handfuls
  • ଦେ. କ୍ରି. ବିଣ — [ଉ—ପୁଣି କରେ ମାଟି କରିଣ ମୁଠି ମୁଠି, ଭଞ୍ଜୁଛନ୍ତି ଭାଇମାନଙ୍କୁ କରି ପିଠି। କୃଷ୍ଣ ସିଂହ. ମହାଭାରତ. ଉଦ୍ଯୋଗ।]