ମୁଠି ଭିକ Muṭhi bhika

  • ଦେ. ବି (ସଂ. ମୁଷ୍ଟିଭିକ୍ଷା) — ଯୋଗୀଭିକାରୀଙ୍କୁ ହାତମୁଠାରେ ଦିଆଯିବା ଚାଉଳ — Handfuls of rice given to beggars
  • ଦେ. ବି (ସଂ. ମୁଷ୍ଟିଭିକ୍ଷା) — ପ୍ରତି ଗୃହରୁ ମୁଠାଏ ଲେଖାଏଁ ଚାଉଳ ଭିକ୍ଷା କରିବା — Begging of alms from door to door for getting handfuls of rice from each