ମୁଠି ବୁହାଇବା Muthi buhāibā

  • ଦେ. କ୍ରି — ଅକ୍ଷି ତୃତୀୟା ଦିନ କିଆରୀରେ ଅକ୍ଷିମୁଠି (ପ୍ରଥମେ ଧାନବୀଜ) ବୁଣିବା — To sow the first paddy seeds on the field on the ''Akshi tṛutiyā" day