ମୁଠାତଳ Muṭhātaḻa

  • ଦେ. ବିଣ — ଆପଣାର କରାୟତ୍ତରେ ଥିବା; ନିଜର ଆୟତ୍ତାଧୀନ — Under one's control or clutches
  • ଦେ. ବିଣ — [ଉ—ସେ ମୋ ମୁଠାତଳ ଲୋକ।]
  • ଦେ. ବି — ନିଜର ଆୟତ୍ତାଧୀନତା; ବଶ୍ୟତା; ଅଧିକାର — Control