ମୁଠା ଆଜ୍ଞା Muṭhā ājn̄ā

  • ଦେ. ବି — ରାଜାଙ୍କ ଶ୍ରୀହସ୍ତାଙ୍କିତ ଆଦେଶ; ହାତ ଚିଟାଉ — An order issued under a king's signature; Latters Patent
  • ଦେ. ବି — [ଉ—ବୈଦେହୀ ସମର୍ପ ଜୀବେ ଥିଲେ ଆଶ ମୁଠା ଆଜ୍ଞା ଅଛି ଆଣି ମୁଁ। ଭଞ୍ଜ. ବୈଦେହୀଶବିଳାସ।]