ମୁଟୁ ମୁଟୁ Muṭu muṭu

  • ଦେ. ଅ. (ଧ୍ୱନ୍ୟନୁକରଣ) — ମଟମଟଠାରୁ ଅନୁଚ୍ଚ ଶବ୍ଦ; ଛୋଟ ଡାଳ ଆଦି ଭାଙ୍ଗିବାର ଶବ୍ଦ — Low snapping sound (as of twigs when broken)