ମୁଞ୍ଜାତକ Mun̄jātaka

  • ସଂ. ବି — ମୁଞ୍ଜ (ଦେଖ) — Mun̄ja (See)
  • ସଂ. ବି — ଔଷଧରେ ବ୍ଯବହୃତ ଏକ ପ୍ରକାର ତୃଣମୂଳ — A sort of medicinal grass root
  • ସଂ. ବି — [ଦ୍ର—ଏହା ଉତ୍ତର ଭାରତରେ ମିଳେ। ଏହାର ଅଭାବରେ ତାଳ ମଜ୍ଜା ବ୍ଯବହାର ବ୍ଯବସ୍ଥା ଅଛି (ହି. ଶ)।]