ମୁଞ୍ଜର Mun̄jara

  • ସଂ. ବି (ମୁଞ୍ଜ=ତୃଣ+ରା ଧାତୁ=ଗମନ କରିବା+କର୍ତ୍ତୃ. ଅ) — ନବ ପଲ୍ଲବିତ ଫୁଲ — Budding flower
  • ସଂ. ବି (ମୁଞ୍ଜ=ତୃଣ+ରା ଧାତୁ=ଗମନ କରିବା+କର୍ତ୍ତୃ. ଅ) — ଶାଳ୍ୱକ; ପଦର ଓ କଇଁର ମୂଳ (ପ୍ରକୃତିବାଦ) — The bulbuous root of lotus and waterlily