ମୁଞ୍ଜ ବନ୍ଧନ Mun̄ja bandhana
- ସଂ. ବି. (ମ. ପ. ଲୋ କର୍ମଧା; ମୁଞ୍ଜ ନିର୍ମିତ ବନ୍ଧନ) — ନବବ୍ରହ୍ମଚାରୀଙ୍କ ପରିଧେୟ ମୁଞ୍ଜତୃଣ ନିର୍ମିତ ମେଖଳା — A girdle made of Mun̄ja grass worn by the newly initiated Brāhmaṇa
- ସଂ. ବି. (ମ. ପ. ଲୋ କର୍ମଧା; ମୁଞ୍ଜ ନିର୍ମିତ ବନ୍ଧନ) — (ଉ— ମୁଞ୍ଜ ମେଖଳାରେ ବଦ୍ଧ ଶୋଭେ କଟି ଦେଶ। ରାଧାନାଥ. ମହାଯାତ୍ରା।)