ମୁଝାହେମି Mujā hem

  • ବୈଦେ. ବି. (କଚିରିଆ) (ଆ. ମୁଜାହୀମ୍) — ଆପତ୍ତି — Objection
  • ବୈଦେ. ବି. (କଚିରିଆ) (ଆ. ମୁଜାହୀମ୍) — ଦାବୀ — Claim
  • ବୈଦେ. ବି. (କଚିରିଆ) (ଆ. ମୁଜାହୀମ୍) — ଜଣେ ଦାବୀ କରୁଥିବା ସମ୍ପତ୍ତି ସମ୍ବନ୍ଧେ ବିପରୀତ ଦାବୀ — Counter claim
  • ବି ଓ ବିଣ — ଆପତ୍ତି— କାରୀ. — Objector
  • ବି ଓ ବିଣ — ଦାବୀଦାର୍ — Claimant
  • ବି ଓ ବିଣ — [ଦ୍ର—ଅଦାଲତରେ ଦରଖାସ୍ତକାରୀ ବା ପ୍ରଥମ ଦାବୀଦାର୍କୁ ସାଏଲ୍ ଓ ବିପକ୍ଷ ଦାବୀଦାର୍ ବା ଆପତ୍ତିକାରୀକୁ ମୁଜାହିମ୍। ବୋଲାଯାଏ।]