ମୁଚ୍ଛିବା Muchchhibā
- ଦେ. କ୍ରି (ସଂ. ମୁଞ୍ଚ ଧାତୁ) — ମୁରୁଛିବା; ମାୟା ତ୍ୟାଗ କରିବା — To give up attachment for a person or thing
- ଦେ. କ୍ରି (ସଂ. ମୁଞ୍ଚ ଧାତୁ) — ତ୍ୟାଗ କରିବା — To give up
- ଦେ. କ୍ରି (ସଂ. ମୁଞ୍ଚ ଧାତୁ) — [ଉ—ଇନ୍ଦ୍ରତାଠାରୁ ସ୍ନେହ ନ ପାରନ୍ତି ମୁଚ୍ଛି। କୃଷ୍ଣସିଂହ. ମହାଭାରତ. ବନ।]
- ଦେ. କ୍ରି (ସଂ. ମୁଞ୍ଚ ଧାତୁ) — ଧନ ଲୋଭ ତ୍ୟାଗ କରି ବ୍ୟୟ କରିବା — To spend lavishly