ମୁଚ୍କି ହସ Much-ki hasa

  • ଦେ. ବି. (ସଂ. ମୁଖ କୁ଼ଞ୍ଚିତ) — ମୁଡ଼ୁକି— ହସା; ମୁରୁକିହସ; ଇଷଦ୍ଧାସ୍ୟ; ମୃଦୁହାସ୍ୟ — Smile; simpering
  • ଦେ. ବି. (ସଂ. ମୁଖ କୁ଼ଞ୍ଚିତ) — [ଦ୍ର— ଓଡ଼ିଆରେ 'ମୁରୁ(ଡ଼ୁ)କି ହସ' ବୋଲାଯାଏ କିନ୍ତୁ ବର୍ତ୍ତମାନ ବଙ୍ଗଭାଷାର ଅନୁକରଣରେ ମୁଚ୍କି ହସର ବ୍ଯବହାର ଦେଖାଯାଏ।]
  • ଦେ. ବିଣ. ଯେ ମୁଡ଼ୁକି ହସେ — Simpering (person)