ମୁଚ୍ (ଧାତୁ) Much (root)

  • ସଂ. — ମୁକ୍ତ କରିବା — To let loose; to release
  • ସଂ. — ଖୋଲି ଦେବା — To loosen
  • ସଂ. — ଛାଡ଼ିଦେବା — To let go
  • ସଂ. — ପରିତ୍ୟାଗ କରିବା; ଛାଡ଼ିବା — To abandon
  • ସଂ. — ଦାନ କରିବା — To give; to bestow
  • ସଂ. — ତୀର ଆଦି ଫୋପାଡ଼ିବା — To discharge (an arrow or other missile)
  • ସଂ. — ଆନନ୍ଦିତ କରାଇବା — To give delight
  • ସଂ. — ଠକାଇବା — To deceive
  • ସଂ. — କହିବା — To speak
  • ସଂ. — ଗର୍ବ କରିବା — To be proud
  • ସଂ. — ଚୂର୍ଣ୍ଣ କରିବା — To pound
  • ସଂ. — ଚର୍ବଣ କରିବା — To chew