ମୁଚୁଟୀ Muchuṭī

  • ସଂ. ବି (ମୁଚ୍ ଧାତୁ+ଭାବ. ଉଟୀ) — ଆଙ୍ଗୁଠିଦ୍ୱାରା ଫୁଟୁକି; ଅଙ୍ଗୁଳି ମୋଟନ; ଆଙ୍ଗୁଠି ଫୁଟାଇବା — Cracking of the finger-joints
  • ସଂ. ବି (ମୁଚ୍ ଧାତୁ+ଭାବ. ଉଟୀ) — (+କର୍ମ ଉଟୀ) ମୁଠା; ମୁଷ୍ଟି — Fist