ମୁଘମ Mughama
- ବୈଦେ. ବି. (ଫା. ମୁଗମ; ମୁଅମ୍ମା) — କୌଣସି ବିଷୟର ଗୁପ୍ତ ରହସ୍ୟ — The key or secret of a matter
- ବୈଦେ. ବି. (ଫା. ମୁଗମ; ମୁଅମ୍ମା) — ସାର ମର୍ମ — The essence or purport of a matter
- ବୈଦେ. ବି. (ଫା. ମୁଗମ; ମୁଅମ୍ମା) — ଦେହର ମର୍ମ ସ୍ଥାନ — The vital part of the body
- ବୈଦେ. ବି. (ଫା. ମୁଗମ; ମୁଅମ୍ମା) — ମନ — Mind
- ବିଣ — ଗୁପ୍ତ — Secret