ମୁଗ୍ଧ ଦୃଷ୍ଟି Mugdha dṛushṭi

  • ସଂ. ବି. (କର୍ମଧା; ମୁଗ୍ଧ+ଦୃଷ୍ଟି) — ବିମୋହିତ ଚକ୍ଷୁ — Fascinated eyes
  • ସଂ. ବି. (କର୍ମଧା; ମୁଗ୍ଧ+ଦୃଷ୍ଟି) — ମନୋହର ଦୃଷ୍ଟି — Charming look
  • ବିଣ. ପୁଂ— (ବହୁବ୍ରୀହି) — ଯାହାର ଚକ୍ଷୁ ମୋହିତ ବା ଚକିତ ହୋଇ— ଅଛି — One who has been fascinated with something seen; having a bewildered look