ମୁଗୁଧା Mugudhā

  • ଗ୍ରା. ବି (ପଦ୍ଯ) — ମୁଗ୍ଧା (ଦେଖ) — Mugudha (See)
  • ଗ୍ରା. ବି (ପଦ୍ଯ) — [ଉ—ମୁଗୁଧେ ବିଫଳ ନୋହୁ ବିଳମ୍ବ ନ କର ଆଉ ରାମ୍ୟ ଅଭିସାର କ୍ଷଣ ଗୋବିନ୍ଦ ପାଶ। ପ୍ରାଚୀ, ରସବାରିଧି।]
  • ଗ୍ରା. ବି (ପଦ୍ଯ) — (ମୁଗୁଧେ—ବହୁବଚନରେ ଓ ସମ୍ବୋଧନର ରୂପ)