ମୁଗ ବଡ଼ି Muga baṟḍ̠i

  • ଦେ. ବି. (ସଂ. ମୁଦ୍ଗବଟୀ) — ବଟା ମୁଗର ଶୁଖା ଯାଇଥିବା ଗୋଳକ; (ଦ୍ର—ଏହାକୁ ତରକାରିରେ ମିଶାନ୍ତି) — Globules of dried muga paste