ମୁଗ ଦାନ୍ତିଆ Muga dāntiā

  • ଦେ. ବିଣ. ପୁଂ — ମୁଗ ପରି ଛୋଟ ଦାନ୍ତବିଶିଷ୍ଟ (ବ୍ଯକ୍ତି) — (person) Having teeth as small as grains of muga
  • ଦେ. ବିଣ. ପୁଂ — [ଦ୍ର—ଯାହାଙ୍କର ଦାନ୍ତ ମୁଗ ପରି ଛୋଟ ହୋଇଥାଏ ସେମାନଙ୍କ ଦାନ୍ତ ବଡ଼ଦାନ୍ତିଆ ଲୋକଙ୍କ ଦାନ୍ତ ପରି ବୁଢ଼ା ଦିନେ ଶୀଘ୍ର ଉପୁଡ଼େ ନାହିଁ, ଏମନ୍ତ କି, ମୁଗଦାନ୍ତିଆ ଆଶୀ ବରଷର ବୁଢ଼ାଙ୍କର ଦାନ୍ତ ପଡ଼ି ନ ଯାଇ ଚର୍ବଣକ୍ଷମ ଥିବା ଦେଖାଯାଏ।]