ମୁଖ୍ୟ କର୍ମ Mukhya karma

  • ସଂ. ବି — (ବ୍ୟାକରଣ) ଗୋଟିଏ ଦ୍ୱିକର୍ମକ କ୍ରିୟାର ଦୁଇଟି କର୍ମ ସଙ୍ଗେ ସମ୍ବନ୍ଧ ଥିଲେ ସେଥିମଧ୍ୟରୁ ପ୍ରଧାନ କର୍ମ [ଦ୍ର—ଅପ୍ରଧାନ କର୍ମ୍ମକୁ ଗୌଣ କର୍ମ ବୋଲାଯାଏ] — (grammar) The direct object governed by a transitive verb
  • ସଂ. ବି — [ଦ୍ର— ଶିକ୍ଷକ ଛାତ୍ରକୁ ପ୍ରଶ୍ନ ପଚାରିଲେ ଏଠାରେ 'ପଚାରିଲେ' ଏହି ସମାପିକା କ୍ରିୟାର ପ୍ରଧାନ କର୍ମ ବା ମୁଖ୍ଯ କର୍ମ 'ପ୍ରଶ୍ନ' ଓ ଗୌଣ କର୍ମ ବା ଅପ୍ରଧାନ କର୍ମ 'ଛାତ୍ର'।]
  • ସଂ. ବି — ପ୍ରଧାନ କାର୍ଯ୍ୟ — Chief work or duty
  • ସଂ. ବି — (ଯଥା— ବେଦାଧ୍ୟୟନ ବ୍ରାହ୍ମଣର ମୁଖ୍ଯ କର୍ମ।)