ମୁଖେ Mukhe

  • ଦେ. କ୍ରି. ବିଣ — ସାମନାରେ; ହାବୁଡ଼େ; ଆଗରେ — In the front of; face
  • ଦେ. କ୍ରି. ବିଣ — [ଉ— ଏବେ ଅର୍ଦ୍ଧରାତ୍ର ସମୟେ ମୋର ମୁଖେ, ପଡ଼ିଛି ଆଗ ତାକୁ ମାରିବି ଯେ ଦୁଃଖେ। କୃଷ୍ଣସିଂହ. ମହାଭାରତ ବନ।]