ମୁଖିଆ Mukhiā
- ଦେ. ବିଣ (ସଂ. ମୁଖ୍ୟ) — ଦଳ ମଧ୍ୟର ପ୍ରଧାନ (ବ୍ଯକ୍ତି); ଶ୍ରେଷ୍ଠ — Chief (amongst a crowd); eminent
- ଦେ. ବିଣ (ସଂ. ମୁଖ୍ୟ) — ପ୍ରତିନିଧିସ୍ଥାନୀୟ — Representative
- ବି — ଦଳର ପ୍ରଧାନ ବ୍ଯକ୍ତି — A chief
- ବି — ପ୍ରତିନିଧି — A representative
- ବି — ନେତା; ସରଦାର — Leader
- ବି — ବଲ୍ଲଭାଚାର୍ଯ୍ଯ ସଂପ୍ରଦାୟ ମନ୍ଦିରର ପୂଜକ ଓ ପାଚକ ବାବାଜୀଙ୍କ ଉପାଧି — The title of the worshipper and cook of a temple belonging to the Ballabhāchārjya sect