ମୁଖାଲିଫ Mukhālipha

  • ବୈଦେ. ବିଣ (କଚିରିଆ) (ଆ) — ବିରୋଧୀ (ବ୍ଯକ୍ତି) — Adverse; antagonistic
  • ବୈଦେ. ବିଣ (କଚିରିଆ) (ଆ) — ଶତ୍ରୁତାପନ୍ନ — Inimical, hostile
  • ବୈଦେ. ବିଣ (କଚିରିଆ) (ଆ) — ପ୍ରତିଦ୍ୱନ୍ଦୀ — Rival
  • ବି — ଶତ୍ରୁ — Enemy, adversary
  • ବି — ପ୍ରତିଦ୍ୱନ୍ଦୀ — Rival
  • ବି — ବିରୋଧୀ ବ୍ଯକ୍ତି — Antagonist