ମୁଖାରୀ Mukhārī

  • ଦେ. ବି — ସଙ୍ଗୀତର ରାଗିଣୀ ବିଶେଷ — Name of a tune of songs
  • ଦେ. ବି — ମୁହଁ — Face
  • ଦେ. ବି — ଦାନ୍ତକାଠି — Fragmant of a twig to cleanse the teeth with
  • ଦେ. ବି — [ଉ—ମହାବ୍ରହ୍ମ ମହିମା ସେ ଧୁଅନ୍ତି ମୁଖାରୀ। ଭୀମଭୋଇ. ବ୍ରହ୍ମନିରୁପଣ ଗୀତା।]