ମୁଖାମୃତ Mukhāmṛuta
- ସଂ. ବି (ମ. ପ. ଲୋ; କର୍ମଧା; ମୁଖ ନିଃସତ ଅମୃତ) — ଛେପ — Spittle
- ସଂ. ବି (ମ. ପ. ଲୋ; କର୍ମଧା; ମୁଖ ନିଃସତ ଅମୃତ) — ପାଟିର ଲାଳ — Saliva
- ସଂ. ବି (ମ. ପ. ଲୋ; କର୍ମଧା; ମୁଖ ନିଃସତ ଅମୃତ) — ମୁହଁରୁ ବାହାରିବା ବାକ୍ୟରୂପ ଅମୃତ — The ambrosia of words uttered from the mouth