ମୁଖଶାଳି Mukha ṡāḻi
- ଦେ. ବି (ସଂ. ମୁଖଶାଳା ବା ମୁଖ୍ୟଶାଳା) — ଦେଉଳର ବିମାନ — The pyramidal top part of a temple
- ଦେ. ବି (ସଂ. ମୁଖଶାଳା ବା ମୁଖ୍ୟଶାଳା) — (ଉ—ଉପର ମୁଖାଶାଳିଯାଏ, ଅନନ୍ତକଣ୍ଠ ସେ ବୋଲାଏ— ଯଶୋବନ୍ତ ପ୍ରେମଭକ୍ତି ବ୍ରହ୍ମଗୀତା।)
- ଦେ. ବି (ସଂ. ମୁଖଶାଳା ବା ମୁଖ୍ୟଶାଳା) — ମୁଖଶାଳା; ଜଗମୋହନ — The entrance room to a temple