ମୁଖଚୋର Mukhachora

  • ଦେ. ବିଣ. ପୁଂ — ଲଜ୍ଜାଶୀଳ — Bashful
  • ଦେ. ବିଣ. ପୁଂ — ଭୀରୁ — Chicken-hearted
  • ଦେ. ବିଣ. ପୁଂ — (ଉ—ନାଚୁଥିଲେ ଦିନେ ନାହିଁ ସେ ଶୋଣିତ ହେଲେ ସବୁ ମୁଖ ଚୋର। ଭିକାରୀ ଗୀତ ଲହରୀ।)
  • ଦେ. ବିଣ. ପୁଂ — ଯେଉଁ ବ୍ଯକ୍ତି ସଭାରେ ବା ଅନ୍ଯ ଅପରିତଚିତ ବ୍ୟକ୍ତମାନଙ୍କ ସମ୍ମୁଖରେ କିଛି କଥା କହି ପାରେ ନାହିଁ — (A person) Who has not the courage to speak out in a meeting or before a body of strangers