ମୁଖ ସୁରା Mukha surā

  • ସଂ. ବି (ମ. ପ. ଲୋ କର୍ମଧା; ମୁଖରୁ ନିର୍ଗତ ସୁରା) — ଲାଳ — Saliva
  • ସଂ. ବି (ମ. ପ. ଲୋ କର୍ମଧା; ମୁଖରୁ ନିର୍ଗତ ସୁରା) — ଛେପ — Spittle
  • ସଂ. ବି (ମ. ପ. ଲୋ କର୍ମଧା; ମୁଖରୁ ନିର୍ଗତ ସୁରା) — ତାଳସୁରା; ତାଡ଼ୀ — 1. Palm-toddy; date-palm toddy