ମୁଖ ଲଜ୍ଜା Mukha lajja

  • ଦେ. ବି — ଚକ୍ଷୁଲଜ୍ଜା; ମୋହବତ୍; ଅନ୍ୟର ମନ ନେବା ପାଇଁ ଉତ୍କଣ୍ଠା — Regard for the feeling of a person; delicacy
  • ଦେ. ବି — [ଦ୍ର—କୌଣସି କାର୍ଯ୍ୟ କଲେ ବା କୌଣସି କଥା କହିଲେ କାଳେ ଆପଣା ସମ୍ମୁଖରେ ଉପସ୍ଥିତ ବ୍ଯକ୍ତି ବିରକ୍ତ ହେବେ, ଏହାକୁ ଜଗି କାର୍ଯ୍ୟ କରିବାକୁ ବା କହିବାକୁ ଚକ୍ଷୁର୍ଲଜ୍ଜା ବା ମୁଖଲଜ୍ଜା ବୋଲାଯାଏ।]