ମୁଖ ରୋଗ Mukha roga
- ସଂ. ବି — ମୁହଁର ବେମାରି — A disease affecting the face
- ସଂ. ବି — ପାଟିର ବେମାରି — Mouth-disease
- ସଂ. ବି — [ଦ୍ର— ଓଠ, ଦାନ୍ତମୂଳ, ଦାନ୍ତ, ଜିଭ, ତାଳୁ ଓ ଗଳାରେ ହେବା ରୋଗକୁ ମୁଖ ରୋଗ ବୋଲାଯାଏ। ବୈଦ୍ୟଶାସ୍ତ୍ର ମତରେ ଏହାର ସଂଖ୍ୟା 67 । ଓଠରେ ହେବା ରୋଗ 8 , ଦାନ୍ତ ମୂଳରେ 16 , ଦାନ୍ତରେ 8 ଜିଭରେ 5 , ତାଳୁରେ 9 ଓ କଣ୍ଠରେ 18 ଓ ସମସ୍ତ ମୁଖରେ 3 ପ୍ରକାର — ହି. ଶ.।] — [ଦ୍ର— ଓଠ, ଦାନ୍ତମୂଳ, ଦାନ୍ତ, ଜିଭ, ତାଳୁ ଓ ଗଳାରେ ହେବା ରୋଗକୁ ମୁଖ ରୋଗ ବୋଲାଯାଏ ବୈଦ୍ୟଶାସ୍ତ୍ର ମତରେ ଏହାର ସଂଖ୍ୟା67 ଓଠରେ ହେବା ରୋଗ8, ଦାନ୍ତ ମୂଳରେ16, ଦାନ୍ତରେ8ଜିଭରେ5, ତାଳୁରେ9ଓ କଣ୍ଠରେ18ଓ ସମସ୍ତ ମୁଖରେ3ପ୍ରକାର — ହି. ଶ.]