ମୁଖ ମଣ୍ଡିକା Mukha maṇḍikā

  • ସଂ. ବି — ବାଳ ରୋଗ ବିଶେଷ (ହି. ଶ) — A kind of infant disease
  • ସଂ. ବି — ଉକ୍ତ ରୋଗର ଅଧିଷ୍ଠତ୍ରୀ ଦେବୀ (ହି. ଶ) — The Goddess presiding over the above disease
  • ସଂ. ବି — (ଉ—ଦୈତ୍ୟମାତା ଦତି ବାଳକ ମାଂସ ଖାଇ, ମୁଖମଣ୍ଡିକା ସେ ବୋଲାଇଲେ ଏ ମହୀ। କୃଷ୍ଣସିଂହ. ମହାଭାରତ. ବନ।)