ମୁଖ ବାଡ୍ୟ Mukha bādya
- ସଂ. ବି (ମ. ପ. ଲୋ) — ମୁହଁଦ୍ୱାରା ବଜାଯିବା ବାଦ୍ୟ (ଯଥା—ଶଙ୍ଖ, ମହୁରୀ) — A musical instrument played with the mouth
- ସଂ. ବି (ମ. ପ. ଲୋ) — ଶିବାର୍ଚ୍ଚନ ସମୟରେ ଉଚ୍ଚାରିତ 'ବମ୍' 'ବମ୍' ଶବ୍ଦ — Sound of Bom repeated while worshipping the God ṡiba
- ସଂ. ବି (ମ. ପ. ଲୋ) — ହୁଳହୁଳି — Squeaking sound repeated by wagging the tongue