ମୁଖ ପାତ୍ର Mukhapātra

  • ସଂ. ବି (କର୍ମଧା; ମୁଖ=ପ୍ରଧାନ+ପାତ୍ର=ବ୍ଯକ୍ତି) — ପ୍ରତିନିଧି — A representative
  • ସଂ. ବି (କର୍ମଧା; ମୁଖ=ପ୍ରଧାନ+ପାତ୍ର=ବ୍ଯକ୍ତି) — ଯେଉଁ ବ୍ଯକ୍ତି ଅନ୍ୟମାନଙ୍କ ପକ୍ଷରୁ କଥା କହେ — A person who is the mouthpiece of others
  • ସଂ. ବି (କର୍ମଧା; ମୁଖ=ପ୍ରଧାନ+ପାତ୍ର=ବ୍ଯକ୍ତି) — ଅଗ୍ରଣୀ; ନେତା — A leader
  • ସଂ. ବି (କର୍ମଧା; ମୁଖ=ପ୍ରଧାନ+ପାତ୍ର=ବ୍ଯକ୍ତି) — ପ୍ରଧାନ ବ୍ଯକ୍ତି; ମଖିଆ — A chief person; headman