ମୁକ୍ତିଆରୀ Muktiārī
- ବୈଦେ. ବି — ମୁକ୍ତିଆରଙ୍କ କାର୍ଯ୍ୟ — Muktarship
- ବୈଦେ. ବି — ଅଦାଲତରେ କୌଣସି ବ୍ଯକ୍ତିର ମୁକ୍ତାରସ୍ୱରୂପ ପକ୍ଷ ସମର୍ଥନ — Pleading the cause of a person in the court as his muktar
- ବିଣ — ମୁକ୍ତାରସମ୍ବନ୍ଧୀୟ — Relating to a muktar
- ବିଣ — (ଯଥା—ମୁକ୍ତିଆରୀ ପରୀକ୍ଷା।)
- ବିଣ — ମୁକ୍ତାରଙ୍କ ଉପଯୋଗୀ — Becoming or befitting a muktear
- ବିଣ — (ଯଥା—ମୁକ୍ତିଆରୀ ପୋଷାକ।)