ମୁକ୍ତିଆର ନାମା Muktiāra nāmā

  • ବୈଦେ. ବି (ଆ. ମୁଖ୍ତାର୍ ନାମା) — ଯେଉଁ ଦଲିଲଦ୍ୱାରା ପକ୍ଷ କୋଟ୍ରେ ଆପଣାର ପକ୍ଷ ସମର୍ଥନ କରିବା ପାଇଁ ମୁକ୍ତିଆର ନିଯୁକ୍ତ କରେ — A power of attorney given by a party to his muktar
  • ବୈଦେ. ବି (ଆ. ମୁଖ୍ତାର୍ ନାମା) — କ୍ଷମତାପତ୍ର — power of attorney
  • ବୈଦେ. ବି (ଆ. ମୁଖ୍ତାର୍ ନାମା) — [ଦ୍ର—ସାଧାରଣ କାର୍ଯ୍ୟ ପାଇଁ ପ୍ରଦତ୍ତ କ୍ଷମତାପତ୍ରକୁ ଆମ୍ ମୁକ୍ତିଆରନାମା ଓ କାର୍ଯ୍ୟ ବିଶେଷ ପାଇଁ ପ୍ରଦତ୍ତ କ୍ଷମତାପତ୍ରକୁ ଖାସ୍ ମୁକ୍ତିଆର ନାମା ବୋଲାଯାଏ।]