ମୁକ୍ତି ଫୌଜ Mukti pha̲u̲ja
- ଦେ. ବି — ଗରୀବ ଲୋକଙ୍କୁ ଓ ଦୁଷ୍କ୍ରୀୟାରତ ବ୍ଯକ୍ତିମାନଙ୍କୁ ସତ୍ଶିକ୍ଷା ଦେବା ଓ ସଦୁପାୟ ଅବଲମ୍ବନ କରାଇବା ପାଇଁ ପ୍ରଥମେ ଇଂଲଣ୍ଡରେ ଜେନେରଲ୍ ବୁଥ୍ ନାମକ ପାଦ୍ରୀଙ୍କ ଦ୍ୱାରା ପ୍ରତିଷ୍ଠିତ ଓ ପରେ ସଭ୍ୟ ଜଗତର ସର୍ବାଞ୍ଚଳରେ ପ୍ରତିଷ୍ଠିତ ଧର୍ମ ସମ୍ପ୍ରଦାୟ — The Oriya rendering of the "Salvation Army" Started by the late General Booth